ଗଟାପର୍ଚା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶଜ - ବିଶେଷ୍ୟ - (ମାଳାୟ ଭାଷା. ଗଟା=ଅଠା+ପର୍ଚା=ଗଛ; ଇଂରାଜୀ - ଗଟ୍ଟାପର୍ଚା) ସମ୍ପାଦନା

ମାଳୟ ଦ୍ୱୀପପୁଞ୍ଜର କେତେକ ବୃକ୍ଷର ଅଠାକୁ ଶୁଖାଇ ଘନୀଭୂତ କରି ତହିଁରୁ ପ୍ରସ୍ତୁତ କରିବା ରବରପରି ବସ୍ତୁ —Guttapercha.

[ଦ୍ରଷ୍ଟବ୍ୟ —ଏହା ରବର ପରି କୋମଳ କିନ୍ତୁ ରବରଠାରୁ ବହୁକାଳ ସ୍ଥାୟୀ, ଏହା ବିଜୁଳିବତି ଓ ଟେଲିଗ୍ରାମ ଆଦିର ତାର ଉପରେ ମଡ଼ା— ଯାଏ ଓ ଏଥିରେ ନାନାଦି ଖେଳନା ତିଆରି ହୁଏ]