ବୈଦେଶଜ - ବିଶେଷ୍ୟ - (ଇଂ ଗଜ୍ ବା ଗନ୍ସିଫ୍ରକ୍)
ସମ୍ପାଦନା
ମୋଟା ସୂତାରେ ଜାଲ ବୁଣା ରୀତିରେ ବୁଣା ହୋଇଥିବା ଓ କୁର୍ତ୍ତା ଭିତରେ ଦେହ ଉପରେ ପିନ୍ଧାଯିବା ଏକ ପ୍ରକାର ଛୋଟ ଜାମା — A guernsey frock or netlike under wear; banian.
[ଦ୍ରଷ୍ଟବ୍ୟ —ଏ କୁର୍ତ୍ତା ପିନ୍ଧିବାଲୋକର ଦେହରେ ଜାପି ହୋଇ ଜଡ଼ି ରହେ]