ଗଞ୍ଜାଚିଲମ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଗଞ୍ଜ+ଫରାସୀ - ଚିଲମ୍) ସମ୍ପାଦନା

ଯେଉଁ ଧାତୁରା ପୁଷ୍ପାକୃତି ନଳରେ ଗଞ୍ଜାଇକୁ ରଗଡ଼ ଭରତି କରି ନିଆଁ ଲଗାଇ ଲୋକେ ଧୁଆଁ ଖାଆନ୍ତି —The bowel through which Ganja is smoked.