ଗଞ୍ଜା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଞ୍ଜ; ଗଞ୍ଜିକା=ମଦିରାଗୃହ ଶଦ୍ଦର ଭାବରି; ସଂସ୍କୃତ - ଗଞ୍ଜବିକା —Beams; ସଂସ୍କୃତ - ଗଞ୍ଜ —(M.W.)—

୧. ସିନ୍ଧିଗଛର ଶୁଷ୍କ ମଞ୍ଜଜରୀ; ଉତ୍କଟ ମାଦକଦ୍ରବ୍ୟ— ବିଶେଷ —୧. Cannabis Sativa; the intoxicating Indian hemp.


ଗଞ୍ଜାଇକୁ ଜିଣି ଲାଗି ତାର ପୁଣି— କବିସୂର୍ଯ୍ୟ. କିଶୋରୀଚମ୍ପୁ. ଗ—ଗୀତ

[ଦ୍ରଷ୍ଟବ୍ୟ —ଏହାକୁ ବାଟି କରି ପିଆଯାଏ ଓ ଚିଲମରେ ରଖି ନିଆଁ ଲଗାଇ ଏହାର ଧୂଆଁ ପିଆଯାଏ]

ଅନୁବାଦ ସମ୍ପାଦନା

୨. ଗଞ୍ଜାଇ (ଗଛ) — ୨. Cannabis Sativa (plant).

[ଦ୍ରଷ୍ଟବ୍ୟ —ଏହା ଭାରତରେ ଓ ଆସିଆର ଅନ୍ୟାନ୍ୟ ପାର୍ବତ୍ୟ ଓ ବନ୍ୟ୍ୟ ଦେଶରେ ଜନ୍ମେପୁଲିଙ୍ଗ - ଓ ସ୍ତ୍ରୀ ଗଛ ପୃଥକ ସ୍ତ୍ରୀ ଗଛର କୃଷି ହୁଏ ଏହି ଗଛର ମଞ୍ଜିରୀ ବା ଜଟା ଗଞ୍ଜାଇ ହୁଏ ଏହାର ପତ୍ରକୁ ପତି (ବଙ୍ଗଳାରେ ପତି ଓ ହିନ୍ଦୁସ୍ଥାନରେ ସବଜୀ, ଠଣ୍ଡାଇ) ବଲାଯାଏ ଏବଂ ଏହାର ଜଟାରୁ ଏକପ୍ରକାର ରସ ବାହାର କରାଯାଏ ତାହାକୁ 'ଚରସ୍' କହନ୍ତି ଏହାର ମଞ୍ଜି ଛୋଟ ଓ ଚେପ୍ଟା, ଧନିଆ ମଞ୍ଜି ପରି ଏହି ମଞ୍ଜିରୁ ଏକ ପ୍ରକାର ମାଦକ ଗୁଣ ଯୁକ୍ତ ତୌଳ ପ୍ରସ୍ତୁତ ହୁଏ ଏହି ଗଛର ଅଂଶରୁ ଝୋଟ ପରି ସୂତା ବହାରେ ଏହାର ପତ୍ରକୁ (ପତିକୁ) ମରିଚ ଓ ଅନ୍ୟାନ୍ୟ ମସଲା ସଙ୍ଗେ ବାଟି ଭାଙ୍ଗି କରି ପିଅନ୍ତି ଗଞ୍ଜାଇକୁ ବାଟି ପିଅନ୍ତି କିମ୍ୱା ଚିଲମରେ ପୂରାଇ ଧୂଆଁ କରି ଟାଣନ୍ତି ଓ ଚରସ୍କୁ ଖାଆନ୍ତି

ଏହାକୁ ସରକାର ଅବକାରୀ ଜିନିଷଭୁକ୍ତ କରଅଛନ୍ତି ଓ ସରକାରଙ୍କ କଟକଣାରେ ଭାରତର କେତେକ ସ୍ଥାନରେ ଏ ଗଛର ଚାଷ ହୁଏ]

୩. ଗଞ୍ଜାମ ଜିଲ୍ଲାର ପୂର୍ବତମ ରାଜଧାନୀ — ୩. Name of the former capital of the district of Ganjam.

ଦେଶଜ - ବିଶେଷଣ - (ସଂସ୍କୃତ - ଗଞ୍ଜନ) ସମ୍ପାଦନା

ଗଞ୍ଜନକାରୀ — Vanquishing; crushing.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ପରେ ଲାଗେ]

ବୋଇଲେ ଭଣଜା କ୍ଷେତ୍ରୀୟ ଗର୍ବ—ଗଞ୍ଜା—କୃଷ୍ଣସିଂହ.ମହାଭାରତ, ବନ

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

(ଗାଳି) ନପୁଂସକ; ପୁରୁଷତ୍ୱହୀନ; ନାମର୍ଦା —Impotent; ennoch.

ବୈଦେଶଜ - ବିଶେଷ୍ୟ - (ଫା) ସମ୍ପାଦନା

୧. ଅଣ଼୍ଡିରା କୁକୁଡ଼ା —୧. Cock.
୨. ଖାସି କୁକୁଡ଼ା —୨. Castrated cock.