ଗଞ୍ଜଣା
ଗଞ୍ଜଣା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଞ୍ଜନା)
ସମ୍ପାଦନା- ୧. ଖୁଣ୍ଟା; ଦୋଷପ୍ରଦର୍ଶନପୂର୍ବକ କଟୁକ୍ତି —୧. Harsh reference to one's faults accompanied with reproach.
ଗଞ୍ଜଣା କରିଣ କୋପେ କହଇ ବାଣୀ ପ୍ରାଚୀ. ଶଶିଶେଣା
- ୨. ଭର୍ତ୍ସନା; ଗାଳି —୨. Abuse.
- ୩. ଲାଞ୍ଜ୍ଛନା; ଅବମାନନା; ଅବଜ୍ଞ୍ଜା —୩. Disrespect; slight.
- ୪. ଅନ୍ୟର ତିରସ୍କାରଦ୍ୱାରା ଉତ୍ପନ୍ନ ଯନ୍ତ୍ରଣା — ୪. Pain given by abusive language.
- ୫. ଯାତନାଭୋଗ; କଷ୍ଟଭୋଗ — ୫. Harassment; suffering.
- ୬. (ଗଞ୍ଜନାର ବିଷୟ) ଲୋକାପବାଦ; କଳଙ୍କ — ୬. Scandal; slander.