ଗଞ୍ଜଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ତୁଳ. ଭଙ୍ଗଡ଼) ସମ୍ପାଦନା

୧. ଗଞ୍ଜାଖୋର୍ — ୧. One addicted to taking Gan̄jā
୨. ଯେ ବିଶେଷ ଗଞ୍ଜେଇ ଖାଏ — ୨. A hemp-smoker.

ଦେଶଜ - ବିଶେଷଣ - ସମ୍ପାଦନା

ଗଞ୍ଜାଖୋର୍ ସୁଲଭ — Befitting or becoming to a hemp-smoker.