ଗଜ୍ଗଜ୍
ଗଜ୍ଗଜ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଗଜ୍ଗଜ୍
|
ଦେଶଜ - ଅ. (ଧ୍ୱନ୍ୟନୁକରଣ)
ସମ୍ପାଦନା- ୧. (ନର୍ଦ୍ଦମା ବା ନାଳିର ମଇଳା— ପାଣି ମଧ୍ୟରେ ବହୁ ସଂଖ୍ୟକ ଲାଙ୍ଗୁଡ଼ା ପୋକ ଉପୁଜିବା ଭଳି) କୌଣସି ପଦାର୍ଥ ଅଧିକ ସଂଖ୍ୟାରେ ଦେଖାଯିବା — ୧. To appear on the surface (of a drain or gutter) in myriads (like maggots).
- ୨. ଅପରିମିତ ବା ଅସଂଖ୍ୟ ହେବା — ୨. To become innumerable; to abbound.
(ଯଥା—ତାଙ୍କ ପାଖରେ ଟଙ୍କା ଗଜ୍ଗଜ୍ ହେଉଛି)
- ୩. ତରଳ ପଦାର୍ଥର କୋମଳ ପତନଶବ୍ଦ — ୩. Soft sound of a liquid falling down.
- ୪. ଅଜୀର୍ଣ୍ଣ ଦୋଷରେ (ପେଟ) ଶବ୍ଦ କରିବା — ୪. To rumble (as undigested) food in the stomach.
- ୫. ଉତୁରି ପଡ଼ିବା; ପୂର୍ଣ୍ଣ ହେବା — ୫. To be full to the brim.