ଗଜୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଗଜ+ସ୍ତ୍ରୀ. ଈ) ସମ୍ପାଦନା

ହାତୁଣୀ;— ମାଈହାତୀ —A female elephant.

ବୈଦେଶଜ - ବିଶେଷ୍ୟ - (ଫା) ସମ୍ପାଦନା

ମୋଟ କମ ଚଉଡ଼ା ଦେଶୀ ବୁଣା ସୂତା ଲୁଗା; ଖଦି — A coarse and narrow loin-cloth woven in this country.