ଗଜି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. କ୍ଷୁଦ୍ର କେଶ—କୀଟ; ଅତି ଛୋଟ ଉକୁଣୀ — ୧. Small louse.

[ ଦ୍ର—ଉକୁଣି ଡିମ୍ୱଙ୍କୁ ନିଖ, ନିଖରୁ ଫୁଟିବା ଛୋଟ ଉକୁଣିଙ୍କୁ ଗଜି ଓ ବଡ ଉକୁଣିଙ୍କୁ ଡିଙ୍ଗା କହନ୍ତି ]

୨. ଗଜେନ୍ଦ୍ର ନାମକ ବ୍ୟକ୍ତିର ଡାକ ନାମ — ୨. Name for calling 'Gajendra'.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ଅନ୍ୟ ସଂଖ୍ୟାବାଚକ ଶଦ୍ଦ ସଙ୍ଗେ ଯୁକ୍ତ, ଯଥା —ପାଞ୍ଚଗଜି, ତିନିଗଜି) ସମ୍ପାଦନା

ଏତେ ଗଜ ପରିମିତ — Measuring so many yards.