ଗଜା ବରଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ବାଣପୁର ଓ ଯାଜପୁର) ବିଶେଷ୍ୟ - ସମ୍ପାଦନା

ଚାଷ ଓ ମଇ ଦିଆ ଯାଇଥିବା କାଦୁଆ ଜମିରେ ଗଜା କରାଯାଇ ଥିବା ଧାନକୁ ଛାଟିବା —The process of casting sprouted paddy-seeds in a clayey field after ploughing and levelling it up.