ଗଜାମୁଗ
ଗଜାମୁଗ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଗଜାମୁଗ
|
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଓଷାଆଦିରେ ଖାଇବା ପାଇଁ ପାଣିରେ ବତୁରା ହୋଇ ଗଜୁରିଥିବା ଗୋଟା ମୁଗ — ୧. Grains of muga made to germinate by being kept immersed in water for some time.
ମହାପ୍ରସାଦ ଗଜାମୁଗ, ଯେ ନାନା ବିଧି ତୋର ଭୋଗ ଭୁପତି. ପ୍ରେମପଞ୍ଚାମୃତ
- ୨. ଦେବଭୋଗ ଗଜାମୁଗ ପରସ୍ପର ମୁଖରେ ଦିଆଦେଇହୋଇ ବନ୍ଧୁତ୍ୱ ସୂତ୍ରରେ ଆବଦ୍ଧ ଥିବା ବ୍ୟକ୍ତି ଦ୍ୱୟ — ୨. Two persons who form god-relation ship by feeding each other grains of sprouted 'muga' which has been offered to a Deity.
ଆସ ଆସ ଗଜାମୂଗ ଖଞ୍ଜଣି ବଜାର—ଶିଶୁଗୀତ