ଗଜାମରୁଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

କ୍ଷେତରେ ବୁଣା ହୋଇଥିବା ଧାନ ଗଜା ହେବା ସମୟରେ ବର୍ଷା ନ ହେଲେ ଖରାତେଜରେ ଧାନଗୁଡିକ ମରିଯିବା — The withering of newly sprouting paddy-plants caused by draught.