ଗଜା
ଗଜା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଗଜା
|
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. (ତୁଳ. ସଂସ୍କୃତ - ଖର୍ଜିକା)— ଅଟା ବା ଚାଉଳ ଚୂନାକୁ ଭାଜି ତହିଁରେ ଜଲ ମିଶାଇ ଚକଟି ଦଳି ଦଳା ଖଳିକୁ ଗୋଲ୍, ଲମ୍ୱା ବା ଚଉକୋଣିଆ କରି କାଟି ଘିଅରେ ଛାଣି ଶିରାରେ ପକାଇ ପ୍ରସ୍ତୁତ କରାଯିବା ମିଷ୍ଟାନ୍ନବିଶେଷ — ୧. A kind of sweetmeat fried in ghee and soaked in syrup.
- ୨. (ସଂସ୍କୃତ - ଅଗ୍ରଜ)—ଅଙ୍କୁର; ମଞିରୁ ଫୁଟି ବାହାରିଥିବା ସରୁ କୋମଳ ଖିଲ, ଯହିରୁ ପରେ ପତ୍ର ବାହାରେ — ୨. A shoot or sprout; germ.
- ୩. ଶାଖାଗ୍ରରୁ ବାହାରିଥିବା କୋମଳ ନୂତନ ଶାଖା — ୩. Tender new leaves.
ଦେଶଜ - ବିଶେଷଣ - ସମ୍ପାଦନା
- ୧. ତରୁଣବୟସ୍କ —୧. Of tender age.
(ଯଥା— ଗଜା ବୟସ୍କ)
- ୨. ନୂତନ —୨. Young; new.
(ଯଥା— ଗଜା ଗଛ; ଗଜା ତୋଟା)
ଗଜା ବଉଦକୁ ପ୍ରବଳ ପବନ ଘଉଡ଼ାଇ ଘେନିଯାଏ—ନନ୍ଦକିଶୋର, ଶର୍ମିଷ୍ଠା
- ୩. ନୂତନ ଗଜା ହୋଇଥିବା — ୩. Recently sprouted.