ଗଜରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ବଡ଼ ମୋତି ଥିବା କର୍ଣ୍ଣଭୂଷଣବିଶେଷ — An ear-ring with a large pearl.

ଦେଶଜ - ବିଶେଷଣ - ସମ୍ପାଦନା

୧. ତଟକା (ଦୁଧ); ଗାଈଠାରୁ ତଟକା— ଦୁହାଁ (ଦୁଧ) — ୧. Fresh (cow's milk); (milk) drawn fresh from the cow.
୨. ନୂତନ ଗଜା ମାରିଥିବା (ଚାରା) — ୨. Newly sprouted (plant).
୩. ସଦ୍ୟପ୍ରସୂତା (ଗାଭୀ) — ୩. Recently delivered (cow)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଗଜଲ୍ (ଦେଖ) - — Gajal (See)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଗଭା —Nosegay.