ଗଜମୂର୍ଖ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - (ଉପମା)

ସମ୍ପାଦନା
୧. ଗଜ ପରି ମୂର୍ଖ; ଅତି ମୂର୍ଖ ବା ନିର୍ବୁଦ୍ଧିଆ — ୧. Very stupid or foolish; dunce.

ବାଣୀରେ ଭରତ ମୋହି ଗଜମୂର୍ଖ ନୋହେ ମୁହିଁ ଭଞ୍ଜ. ବୈଦେହୀଶବିଳାସ

୨. ଗଣେଶ (ପ୍ରକୃତିବାଦ) —୨. Deity Gaṇeṡa.