ଗଜମୂର୍ଖ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ଉପମା) ସମ୍ପାଦନା

୧. ଗଜ ପରି ମୂର୍ଖ; ଅତି ମୂର୍ଖ ବା ନିର୍ବୁଦ୍ଧିଆ — ୧. Very stupid or foolish; dunce.

ବାଣୀରେ ଭରତ ମୋହି ଗଜମୂର୍ଖ ନୋହେ ମୁହିଁ ଭଞ୍ଜ. ବୈଦେହୀଶବିଳାସ

୨. ଗଣେଶ (ପ୍ରକୃତିବାଦ) —୨. Deity Gaṇeṡa.