ଗଜମୁକ୍ତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଗଜ ମସ୍ତକରୂ ଜାତ ମୂକ୍ତା) ସମ୍ପାଦନା

ହାତୀ ମୂଣ୍ଡରୁ ବାହାରିବା ଏକପ୍ରକାର ବହୁମୂଲ୍ୟ ମୁକ୍ତା — A pearl said to be got from the head of the elephant.


[ ଦ୍ର—ଗଜ ମୁଣ୍ଡରୁ ମୁକ୍ତା ବାହାରିବା କବିକଳ୍ପନା ମାତ୍ର କୁତ୍ରାପି ଏପରି ମୁକ୍ତା ମିଳିବାର ଦେଖା ନାହିଁ ]