ଗଜଭୂକ୍ତ କପିତ୍ଥ ବତ୍

ଗଜଭୂକ୍ତ କପିତ୍ଥ ବତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ପ୍ରବଚନ ସମ୍ପାଦନା

ହାତୀ ଖାଇଥିବା କଇଥ ଫଳ ପରି ବାହାରେ ଅକ୍ଷୂଣ୍ର୍ନ କିନ୍ତୁ ଭିତରଫମ୍ଫା (ପ୍ରବାଦ ଅଛି ଯେ ହତୀକୁ କଇଥ ଫଳ ଖଇବାକୁ ଦେଲେ ହାତୀଲଣ୍ଡିରେ କଇଥଟି ଗୋଟାସୂଦ୍ଧା ବାହାରେ; କିନ୍ତୂ ସେ କଉଥମଧ୍ୟସ୍ଥ ଶସ କିଛି ନ ଥାଏ ଓ କଇଥଟି ଫମ୍ପା ବାହାରେ) — Whole outside but empty inside (like a wood-apple which when swallowed whole by an elephant is said to pass out at the anus in its entirety, but on breaking the shell the apple is found to be quite empty within).

[ ଦ୍ର— କେହି କେହି କହନ୍ତି ଏହା ସତ୍ୟ କିନ୍ତୁ ପରୀକ୍ଷା କରି ହାତୀକୁ କଇଥ ଖାଇବାକୁ ଦେଇ ଲେଖକ ଦେଖିଅଛନ୍ତି ଯେ ପ୍ରଥମେ ହାତୀ ସେ କଇଥଟିକୁ ମଡ଼ ମଡ଼ କରି ଚୋବାଇ ଖାଏ ଓ ହାତୀ ଲଣ୍ଡିରେ ଖଣ୍ଡ ଖଣ୍ଡ କଇଥର ଖୋଳ ବାହାରେ କେହି କେହି କହନ୍ତି ୟେ ଗଜନାମକ ଏକଜାତୀଯ ପୋକ କଇଥ ଫଳ ମଧ୍ୟରେ ପଶି କଇଥର ଶସକୁ ଏପରି ଖାଆନ୍ତି ଯେ କଇଥର ଆକାରଟି ପୂର୍ବପରି ଥାଏ କିନ୍ତୂ ଭତରଟି ଫମ୍ଫା ହେଇଯାଏ ଲକ୍ଷ୍ମୀ ପ୍ରସନ୍ନା ହେଲାବେଳେ ନଡିଆଭିତରେ ପାଣି ପଶିଲା ଭଳ (ନାରୀକେଳ ଫଳାମ୍ୱୁବତ୍) ମନୂଷ୍ୟର ଘରେ ପଶନ୍ତି ଓ ଲକ୍ଷ୍ମୀ ଛାଡ଼ି ଗଲାବେଳେ ଗଜ ଖଇଲା କଇଥ ବଳି ମନୁଷ୍ୟର ଘର ଭତର ଫମ୍ପା କରି ଦେଇ ଯାଆନ୍ତି ଏହି କଥାର ଇରମାରେ ଏ ପ୍ରବଚନ ବ୍ୟବହୃତ ହୁଏ ]