ଗଜବନ୍ଧନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଗଜ+ବନ୍ଧନ) ସମ୍ପାଦନା

୧. ହାତୀଶାଳ — ୧. Stable or shed for elephants.
୨. ହାତୀବନ୍ଧା ଦଉଡି —୨. A chain for tying the elephant to a post; tether.
୩. ଆଲାନ; ହାତିଖୁଣ୍ଟ — ୩. Post for tying elephants.