ଗଜପୁଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଗଜ+ପୁଟ) ସମ୍ପାଦନା

(ଆୟୂର୍ବେଦୋକ୍ତ) ଔଷଧ ପାକ କରିବା ବା ପୋଡିବା ନମିତ୍ତ ଭୂମିରେ ଖୋଳାଯିବା ଦୁଇ ହାତ ଗଭୀର ଓ ଦୁଇ ହାତ ବ୍ୟାସବିଶିଷ୍ଟ ଗର୍ତ୍ତ — A hole dug in the ground (one yard deep and one yard in diameter) for burning ingredients to prepare certain medicines.