ଗଜପିପ୍ପଳୀ
ଗଜପିପ୍ପଳୀ
ଉଚ୍ଚାରଣ
ସମ୍ପାଦନା- ସଂସ୍କୃତ - କରିପିପ୍ପଳୀ; କପିବଲ୍ଲୀ; ବକ୍ଷିର; କୋଳବଲ୍ଲୀ; ଚବ୍ୟଫଳ; ଦୀର୍ଘଗ୍ରନ୍ଥୀ; ତୈଜସୀ; ଇଭକଣା; କପିବଲ୍ଲିକା
- ବଙ୍ଗାଳୀ: গজপিপাল, গজপিপুল
- ହିନ୍ଦୀ: गजपिप्लि, हातिपिप्लि, गजपीपर
- ତେଲୁଗୁ - ଗଜପିପ୍ପଳୁ
ସଂସ୍କୃତ - ବିଶେଷ୍ୟ - (ଗଜ+ପିପ୍ପଳୀ)
ସମ୍ପାଦନାବଣପିପଳା —A creeper; Pothos or Scindapsus Officinalis.
[ ଦ୍ର—ଏହା ଆଳୁଲତା ପରି ଏକ— ପ୍ରକାର ଲତା ଏହାର ପ୍ରତ୍ୟେକ ଗଣ୍ଠିରେ ଚେର ବାହାରେ ଓ ଏହି ଚେରଦ୍ୱାରା ଏ ଲତା ଅନ୍ୟ ଗଛ ଉପରକୁ ମାଡେ ଏଥିର ଫଳ ପିପ୍ପଳୀ— ଆକୃତିବିଶିଷ୍ଟ ବଡ ବଡ ଏହା ଔଷଧରେ ଲାଗେ ଏଥିର ଫଳକୁ ସଂସ୍କୃତରେ 'ଚବିକା' କହନ୍ତି ]