ଗଜପିପ୍ପଳୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • ତେଲୁଗୁ - ଗଜପିପ୍ପଳୁ

ସଂସ୍କୃତ - ବିଶେଷ୍ୟ - (ଗଜ+ପିପ୍ପଳୀ) ସମ୍ପାଦନା

ବଣପିପଳା —A creeper; Pothos or Scindapsus Officinalis.

[ ଦ୍ର—ଏହା ଆଳୁଲତା ପରି ଏକ— ପ୍ରକାର ଲତା ଏହାର ପ୍ରତ୍ୟେକ ଗଣ୍ଠିରେ ଚେର ବାହାରେ ଓ ଏହି ଚେରଦ୍ୱାରା ଏ ଲତା ଅନ୍ୟ ଗଛ ଉପରକୁ ମାଡେ ଏଥିର ଫଳ ପିପ୍ପଳୀ— ଆକୃତିବିଶିଷ୍ଟ ବଡ ବଡ ଏହା ଔଷଧରେ ଲାଗେ ଏଥିର ଫଳକୁ ସଂସ୍କୃତରେ 'ଚବିକା' କହନ୍ତି ]