ଗଜଧ୍ୱଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଗଜ+ଧ୍ୱଜା) ସମ୍ପାଦନା

କର୍ଣ୍ଣଙ୍କ ରଥର ନାମ — The name of the war-chariot of Karṇṇa.

ଗଲା ଗଜଧ୍ୱଜ ବେଗେ ନକ୍ଷତ୍ର ଆକାର—ରାଧାନାଥ.ବେଣୀସଂହାର