ଗଜଦନ୍ତା
(ଗଜଦାନ୍ତୀ—ସ୍ତ୍ରୀ)
ଛାମୁଦାନ୍ତୁରା; ଯେଉଁ ବ୍ୟକ୍ତିର ପାଟିର ଛାମୁଦାନ୍ତ ଦୁଇଟି ଅତି ବଡ଼ — (a person) Having two of the front teeth very big and protruding.