ଗଜଚକ୍ଷୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଗଜ+ ଚକ୍ଷୁ) ସମ୍ପାଦନା

(ଲକ୍ଷଣାର୍ଥ) ଯାହାର ଆଖି ହାତୀର ଆଖି ପରି ଛୋଟ — (figurative) (a person) Having comparatively small eyes.

[ ଦ୍ର—ହତୀ ଶରୀରର ଆକାର ଅନୁପାତରେ ଚକ୍ଷୁ କ୍ଷୁଦ୍ର ]