(ଗଜଗାମିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଗଜ+ଗମ୍ ଧାତୁ+କତ୍ତୃ. ଇନ୍; ୧ମା.୧ବ)
ସମ୍ପାଦନା
- ୧. ହସ୍ତ୍ୟାରୋହୀ; ଯେ ହାତୀରେ ଚଢ଼ି ବାଟ ଚାଲେ — ୧. (a person) Riding on an elephant.
- ୨. ହାତୀ ପରି ଯେ ଧୀରେ ଧୀରେ ଚାଲେ — ୨. (a person) Whose gait is like that of an elephant; of stately gait.