ଗଜଗମନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଗଜଗମନ—ପୁଂ) 

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ବହୁବ୍ରୀହି; ଗଜର ଗମନ ପରି ଗମନ ଯାହାର) ସମ୍ପାଦନା

ଯେଉଁ ସ୍ତ୍ରୀ ହାତୀ ଭଳି ନିଃଶବ୍ଦରେ ଚାଲେ — (a woman) Having the stately and leisured gait of the elephant.