ଗଜଗମନା

ଉଚ୍ଚାରଣ

ସମ୍ପାଦନା
(ଗଜଗମନ—ପୁଂ) 

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ବହୁବ୍ରୀହି; ଗଜର ଗମନ ପରି ଗମନ ଯାହାର)

ସମ୍ପାଦନା

ଯେଉଁ ସ୍ତ୍ରୀ ହାତୀ ଭଳି ନିଃଶବ୍ଦରେ ଚାଲେ — (a woman) Having the stately and leisured gait of the elephant.