ଗଜଗତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଗଜଗତି—ସ୍ତ୍ରୀ) 

ସଂସ୍କୃତ - ବି—(୬ଷ୍ଠୀ ତତ୍; ଗଜ+ଗତି) ସମ୍ପାଦନା

ହାତୀର ଧୀର ଚାଲି — The stately gait of an elephant.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି) ସମ୍ପାଦନା

ହାତୀ ପରି ଧୀରେ ଧୀରେ ଚାଲିବା (ବ୍ୟକ୍ତି) —(person) Having the stately gait of an elephant.