ଗଜକୃତ୍ତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ହାତୀର ଚର୍ମ — ୧. The hide of an elephant.
୨. ଗଜାସୂରର ଚମଡ଼ା (ଯାହା ଶିବ ପରିଧାନ କରିବାର କଥିତ ଅଛି) —୨. The hide of the demon Gaja put on by Ṡiba.

ଉରଜ ମହେଶ ଉନ୍ନତି ପାଇ, ନୀଳ ଚୋଳ ଗଜକୃତ୍ତି ଘୋଡ଼ାଇ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ