ଗଜକୁମ୍ଭ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବି—(୬ଷ୍ଠୀ ତତ୍; ଗଜ+କୁମ୍ଭ) ସମ୍ପାଦନା

୧. ହାତୀମୁଣ୍ଡରେ ମାଠିଆପରି ବାହାରିଥିବା ଦୁଇଟି ଆବୁ — ୧. The rounded protuberances on both sides of an elephant's brow.
୨. ହାତୀ ତା ଶୁଣ୍ଡରେ ଧରିଥିବା ପାଣି ମାଠିଆ — ୨. A pitcher of water held by an elephabnt with its trunk.

[ ଦ୍ର—ପ୍ରବାଦ ଅଛି ଯେ ପୂର୍ବ କାଳରେ କୌଣସି ଦେଶର ରାଜା ଅପୁତ୍ରକ ଅବସ୍ଥାରେ ପ୍ରାଣତ୍ୟାଗ କଲେ ରାଜକର୍ମଚାରୀମାନେ ରାଜାଙ୍କ ପାଟହାତୀର ଶୁଣ୍ଡରେ ଗୋଟିଏ ଜଳପୂର୍ଣ୍ଣ ମାଠିଆ ଧରାଇ ହାତୀକୁ ରାଜ୍ୟଯାକ ବୁଲାଉଥିଲେ ଓ ହାତୀ ସେ ପାଣି ମାଠିଆକୁ ନେଇ ଯାହା ମୁଣ୍ଡରେ ଢ଼ାଳି ଦେଉଥିଲା ସୋହି ବ୍ୟକ୍ତିକୁ ଆଣି ରାଜଗାଦିରେ ବସାଇ ରାଜା କରାଉଥିଲେ ଶିକ୍ଷାଗୁଣରେ ହତୀମାନେ ପାଣିମାଠିଆ ଶୁଣ୍ଡରେ ଧରି ମନୁଷ୍ୟ ଉପରେ ଢାଳିବାର ଦେଖାଅଛି