ଗଜକର୍ଣ୍ଣିକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଏକପ୍ରକାର କନ୍ଦ ବା ମୂଳ — A kind of esculent root.

[ ଦ୍ର—ଏହାର ପତ୍ର ହସ୍ତୀ କର୍ଣ୍ଣପରି ଆକୃତିବିଶିଷ୍ଟ ଏହା ତିକ୍ତ— ରସ, ମଧୂରବିପାକ, ଉଷ୍ଣବୀର୍ଯ୍ୟ, ବାତକଫନାଶକ ଏହା ଶୀତ, ଜ୍ୱର, ପାଣ୍ଡୁ, ଶୋଥ, କୃମି, ପ୍ଳୀହା, ଗୁଳ୍ମ, ଆନାହ, ଉଦରରୋଗ, ଗ୍ରହଣୀ ଓ ଅର୍ଶରୋଗରେ ହିତକର ]