ଗଛ ଉପାଡ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ପାଳିଜର ଓ କମ୍ପଜରରେ ଆକ୍ରାନ୍ତ ରୋଗୀର ନାମ ସହିତ ନିର୍ଦ୍ଦିଷ୍ଟ ମନ୍ତ୍ର ଉଚ୍ଚାରଣପୂର୍ବକ ଜରର ପାଳି ଦିନ ବଜ୍ରମୂଳୀଆଦି ଗୁଳ୍ମକୁ ଉପାଡ଼ିବା — To uproot the Bajramūḻī or some other plant by uttering some secret formulæ on the day on which intermittent fever or ague is expected to attack a person.

[ ଦ୍ର—ଗଛ ଉପାଡ଼ିଲେ ପାଳିଜର ଓ କମ୍ପଜର ଛାଡ଼ିଯାଏ, ଏହା ଅନୁଭବରେ ଦେଖା ଯାଇଅଛି ]