ଗଛିବା
ଗଛିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ଗୁଚ୍ଛ)
ସମ୍ପାଦନା- ୧. ଲକ୍ଷ୍ୟ ଦେବା — ୧. To allude to.
ନାସ୍ତିରେ ତୋର ଆସ୍ତି ଅଛି ଆସ୍ତିକି ତୋର ତୁଲେ ଗଛି—ଭୂପତି. ପ୍ରେମପଞ୍ଚାମୃତ
- ୨. ଅର୍ପଣ କରିବା —୨. To entrust.
- ୩. ଯୋଗ୍ୟ ହେବା; ଯୋଗାଇବା — ୩. To be fit; to suit.
ନୃପଙ୍କ ଭୂତିଟି ତହିଁକି ନ ଗଛଇ—କୃଷ୍ନସିଂହ. ମହାଭାରତ. ସଭା
- ୪. ଉପମା ଦେବା; ତୁଳନା କରିବା — ୪. To compare.
- ୫. ମିଳାଇବା; ତୁଲ୍ୟ କରିବା — ୫. To cause to fit in; to equalise.
- ୬. କୌଣସି ଅଳଙ୍କାରକୁ ଦେହରେ କଣ୍ଟିବା — ୬. To measure and test an ornament if it fits the body.
- ୭. ସମାନ ହେବା; ତୁଲ୍ୟ ହେବା — ୭. To be equal to; to fit into.
ବୁଦ୍ଧିମନ୍ତ ପଣେ ତୁମ୍ଭଙ୍କୁ ତୁମ୍ଭେ ଗଛ କୃଷ୍ନସିଂହ. ମହାଭାରତ. ବନ
- ୮. ପ୍ରାପ୍ତହେବା —୮. To get; to attain.
- ୯. ଖଟିବା; ଉପଯୁକ୍ତ ହେବା — ୯. To be fitting; to be applicable.
ସଞ୍ଜୟ କହିଲେ ହେ ନୃପକୂଳ ଶିଖ, ଗଛିଲା ଯେତେ ତୁମ୍ଭେ କହିଲ ହେ ମୂର୍ଖ କୃଷ୍ଣସିଂହ. ମହାଭାରତ. ବନ
- ୧. ସାଜିବା; ମାନିବା; ଶୋଭା ପାଇବା — ୧୦. To look smart.
୧୧: ଗ୍ରହଣ କରିବା —୧୧. To accept.
ଧର୍ମପୁରାଣ ଭାବ ପୋଛୁ, କେବଳ ଭାବ ମାତ୍ର ଗଛୁ ଭୂପତି. ପ୍ରେମପଞ୍ଚାମୃତ
୧୨: ନିହିତ ହେବା —୧୨. To be contained in.
ପ୍ରଭୁ ସେବକ ଭାବ ଗଛି, ଏ ପ୍ରେମେ ଏତେ ଗୋଳ ଅଛି ଭୂପତି. ପ୍ରେମପଞ୍ଚାମୃତ
୧୩: ମିଳିବା; ପ୍ରାପ୍ତ ହେବା —୧୩. To be got.
ୟାଙ୍କୁ ମାଇଲେ ଧର୍ମ ନ ଗୋଛେ ମୋତେ କେବେ ପୀତାମ୍ୱର. ନୃସିଂହପୁରାଣ