ଗଛିଗାଛିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଜାଗ୍ରତ କରିବା; ଅଭିପ୍ରେତ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ କରି ରଖିବା — ୧. To keep things ready.
୨. ସୁସଜ୍ଜିତ କରିବା — ୨. To equip well; to fit out.