ଗଛିଗାଛି
ଗଛିଗାଛି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଗଛିଗାଛି
|
ଦେଶଜ - କ୍ରି.ବିଶେଷଣ -
ସମ୍ପାଦନା- ୧. ଏକ ପଦାର୍ଥର ସମସ୍ତ ଅଂଶ ଅନ୍ୟ ପଦାର୍ଥର ସମସ୍ତ ଅଂଶ ସଙ୍ଗେ ଯଥାକ୍ରମେ ମେଳ— ହେବା —୧. In a completly fitting with each other (said of two things).
- ୨. ଉତ୍ତମରୂପେ ସଜ୍ଜିତ କରି — ୨. In a well-arranged manner; in a shipshape manner.
ଦେଶଜ - ବିଶେଷଣ -
ସମ୍ପାଦନାପରସ୍ପର ଯୋଗ୍ୟ ବା ସମକକ୍ଷ — Befitting each other; tallying with each other.