ଗଛା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ତୁଳନା କରିବା — ୧. Comparison.
୨. କୌଣସି ପଦାର୍ଥକୁ ଅନ୍ୟ ପଦାର୍ଥ ସଙ୍ଗେ ତୁଳନା କରିବା ପାଇଁ ପ୍ରଥମ ପଦାର୍ଥକୁ ଦ୍ୱିତୀୟ ପଦାର୍ଥ ସଙ୍ଗେ ମିଳାଇବା — ୨. Setting a thing on another to see if it fits to the other.