ଗଛମୂଳରେ ବସିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଗୃହଶୂନ୍ୟ ହୋଇ ବୃକ୍ଷଚ୍ଛାୟା ଆଶ୍ରୟ କରିବା —୧. To take shelter under a tree after becoming homeless.
୨. (ଲକ୍ଷଣାର୍ଥେ) ଆଶ୍ରୟହୀନ ହେବା — ୨. (figurative) To be shelterless and homeless.