ଗଚ୍ଛନ୍ତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - କ୍ରି. (ଗମ ଧାତୁ. ବର୍ତ୍ତମାନକାଳର ପ୍ରଥମପୁରୁଷ ବହୁବଚନ— ରୁପ; ପ୍ରାଚୀନ ଓଡ଼ିଆକବିମାନେ କେତେକ— ସ୍ଥଳରେ ଏହି ପରି ସଂସ୍କୃତ ଶବ୍ଦମାନ ପ୍ରୟୋଗ କରିଥିବାର ଦେଖାଯାଏ) ସମ୍ପାଦନା

(ସେମାନେ) ଇଚ୍ଛା କରିନ୍ତି —(they) Do wish.

ତେସନେ ଯେ ରାଜ ବିଭୂତି ଭୟେ ସାଧବେ ନ ଗଛନ୍ତି ଜଗନ୍ନାଥ. ଭାଗବତ