ଗଙ୍ଗେଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗାଙ୍ଗେୟ) ସମ୍ପାଦନା

୧. ଦୀର୍ଘ ସରୁ ଥଣ୍ଟ ଓ ନୀଳ ବର୍ଣ୍ଣ ପକ୍ଷବିଶିଷ୍ଟ ମାଛରଙ୍କା ଚଢ଼େଇ — ୧. King-fisher; a bird (with long beak, and blue body).

[ଦ୍ରଷ୍ଟବ୍ୟ —ଏମାନେ ଶୂନ୍ୟରୁ ଖସି ପାଣିରେ ବୁଡ଼ି ଛୋଟ ଛୋଟ ମାଛ ଧରି ପୁନର୍ବାର ଉପରକୁ ଉଡ଼ି ଯାଆନ୍ତି]

ଅନୁବାଦ ସମ୍ପାଦନା

୨. ତରୁବିଶେଷ — ୨. Malastoma Malabarica (Harines).

[ଦ୍ରଷ୍ଟବ୍ୟ — ଏହି ତରୁ ଛାୟାବହୁଳ ଉପତ୍ୟକା ଓ ନାଳ ପାଣି— ଜାଗାରେ ବଢ଼େ]

ପ୍ରାଦେଶିକ - (ସିଂହଭୁମ) ବିଶେଷ୍ୟ - ସମ୍ପାଦନା

ବାଜରା (ଦେଖ) - Bājarā (See)