ଗଙ୍ଗାସ୍ନାନ କରିବା
ଗଙ୍ଗାସ୍ନାନ କରିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଗଙ୍ଗାସ୍ନାନ କରିବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ପୁଣ୍ୟମୟ ଗଙ୍ଗାନଦୀରେ ଗାଧୋଇବା —୧. To take a bath in the sacred river Ganges.
- ୨. (ଲକ୍ଷାଣର୍ଥ) କୃତାର୍ଥ ହେବା; ସିଦ୍ଧକାମ ହେବା — ୨. (figurative) To attain one's desires.
(ଯଥା—ଏ ଭାଷାକୋଷରେ ମୁଦ୍ରଣ ଶେଷ ହେଲେ ମୁଁ ଗଙ୍ଗାସ୍ନାନ— କରିବି)
- ୩. କୌଣସି ଗୁରୁ ଦାୟିତ୍ୱରୁ ମୁକ୍ତି ଲାଭ କରିବା — ୩. To be freed from heavey liability.
(ଯଥା— ସାଆନ୍ତାଣୀଙ୍କ ଟଙ୍କା ତକ ସୁଝି ଦେଲେ ମୁଁ ଗଙ୍ଗାସ୍ନାନ କରିବି)