ଗଙ୍ଗାସ୍ନାନ କରିବା

ଗଙ୍ଗାସ୍ନାନ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ପୁଣ୍ୟମୟ ଗଙ୍ଗାନଦୀରେ ଗାଧୋଇବା —୧. To take a bath in the sacred river Ganges.
୨. (ଲକ୍ଷାଣର୍ଥ) କୃତାର୍ଥ ହେବା; ସିଦ୍ଧକାମ ହେବା — ୨. (figurative) To attain one's desires.

(ଯଥା—ଏ ଭାଷାକୋଷରେ ମୁଦ୍ରଣ ଶେଷ ହେଲେ ମୁଁ ଗଙ୍ଗାସ୍ନାନ— କରିବି)

୩. କୌଣସି ଗୁରୁ ଦାୟିତ୍ୱରୁ ମୁକ୍ତି ଲାଭ କରିବା — ୩. To be freed from heavey liability.

(ଯଥା— ସାଆନ୍ତାଣୀଙ୍କ ଟଙ୍କା ତକ ସୁଝି ଦେଲେ ମୁଁ ଗଙ୍ଗାସ୍ନାନ କରିବି)