ଗଙ୍ଗାମୃତ୍ତିକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗଙ୍ଗା+ମୃତ୍ତିକା) ସମ୍ପାଦନା

ଗଙ୍ଗାନଦୀ-ଗର୍ଭର ମାଟି — A bit of earth from the bed of the Ganges (deemed very sacred).

[ଦ୍ରଷ୍ଟବ୍ୟ —ଏହାକୁ ପବିତ୍ର ଜ୍ଞାନ କରି ହିନ୍ଦୁମାନେ ତିଳକରୂପେ କପାଳରେ ଲଗାନ୍ତି]