ଗଙ୍ଗାଦ୍ୱାର
ଗଙ୍ଗାଦ୍ୱାର
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ନାମ)
ସମ୍ପାଦନାହରଦ୍ୱାର — Haradwar (in North India)
[ଦ୍ରଷ୍ଟବ୍ୟ —ଗଙ୍ଗା ସମୁଦ୍ର ପତ୍ତନରୁ ୧୩୮: ଫୁଟ ଉଚ୍ଚ ଗଙ୍ଗୋତ୍ତରୀ ପାହାଡ଼ରୁ ବାହାରି ମନ୍ଦାକିନୀ ଓ ଅଳକନନ୍ଦା ଏପରି ଦୁଇଟି ଶାଖାରେ ହରିହ୍ୱାରଠାରେ ପଥୁରିଆ ସ୍ଥାନେରେ ପୃଥିବୀରେ ଅବତୀର୍ଣ୍ଣ ହୋଇଅଛି ଏହିଠାରେ ଦକ୍ଷପ୍ରଜାପତି ଯଜ୍ଞ କରିଥିବାର ପୁରାଣରେ ବର୍ଣ୍ଣିତ]