ଗଙ୍ଗାକୂଳିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଗଙ୍ଗା ନଦୀର କୂଳରେ ଜାତ — ୧. Produced on the shores of the Ganges.
୨. ଗଙ୍ଗାକୂଳରେ ସ୍ଥିତ —୨. Situate on the Ganges.
୩. ଗଙ୍ଗବଂଶୀୟ —୩. Pertainting to the Gaṅga dynasty of Orissa-kings.

ଦେଶଜ - ବିଶେଷ୍ୟ - ସମ୍ପାଦନା

କାଗଜା; ଏକପ୍ରକାର ବଡ଼ କାଗଜୀଲେମ୍ୱୁ — A kind of oval lime-fruit.