ଗଙ୍ଗାକୂଳିଆ
ଗଙ୍ଗାକୂଳିଆ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଗଙ୍ଗାକୂଳିଆ
|
ଦେଶଜ - ବିଶେଷଣ -
ସମ୍ପାଦନା- ୧. ଗଙ୍ଗା ନଦୀର କୂଳରେ ଜାତ — ୧. Produced on the shores of the Ganges.
- ୨. ଗଙ୍ଗାକୂଳରେ ସ୍ଥିତ —୨. Situate on the Ganges.
- ୩. ଗଙ୍ଗବଂଶୀୟ —୩. Pertainting to the Gaṅga dynasty of Orissa-kings.
ଦେଶଜ - ବିଶେଷ୍ୟ -
ସମ୍ପାଦନାକାଗଜା; ଏକପ୍ରକାର ବଡ଼ କାଗଜୀଲେମ୍ୱୁ — A kind of oval lime-fruit.