ଗଙ୍ଗଶିଉଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • ତେଲୁଗୁ - ପାରିଜାତପୁ
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଙ୍ଗା ଓ ଶେଫାଳୀ) ସମ୍ପାଦନା

ଶେଫାଳୀକାଗଛ ଓ ତହିଁର ଶୁକ୍ଳପାଖୁଡ଼ା ଓ ନାଲି ଡ଼େମ୍ଫଯୁକ୍ତ ମୃଦୁ— ଗନ୍ଧଯୁକ୍ତ ଫୁଲ —Night-flowering jasmine; the weeping Nyctanthus (flowers with white petals and red stalks).