ଗଗରା
ତମ୍ୱା ବା ପିତଳର ବଡ଼ ଗରା ବା ମାଠିଆ — A big water-jar made of brass or other metal.
ଗଡ଼ୁଆ ଗଗରା କେତେ ବାସନ, କେତେ ଯାଚି ଦେଲେ ହୋଇ ପ୍ରସନ୍ନ ବ୍ରଜନାଥ ସମର ତରଙ୍ଗିଣୀ