ଗଉରୀତୀର୍ଥ
ଗଉରୀତୀର୍ଥ
ଉଚ୍ଚାରଣ
ସମ୍ପାଦନାଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଗୌରୀତୀର୍ଥ)
ସମ୍ପାଦନାତୀର୍ଥବିଶେଷ — Name of a sacred place of pilgrimage.
ସଙ୍କେତ ଯେ ଗଉରୀତୀର୍ଥ ମୋର ଅଭିମନ୍ୟୁ. ବିଦଗୁଚିନ୍ତାମଣି
[ଦ୍ରଷ୍ଟବ୍ୟ —ବୃନ୍ଦାବନ ନିକଟରେ ପ୍ରବାହିତ ହେଉଥିବା ଯମୁନା ନଦୀରେ ଏହି ତୀର୍ଥ ଅଛି ଏହା ଚନ୍ଦ୍ରାବଳୀଙ୍କର ଶ୍ରୀକୃଷ୍ଣଙ୍କ ସହିତ ମିଳନର ସଙ୍କେତସ୍ଥଳ ଥିଲା]