ଗଉରୀତୀର୍ଥ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଗୌରୀତୀର୍ଥ) ସମ୍ପାଦନା

ତୀର୍ଥବିଶେଷ — Name of a sacred place of pilgrimage.

ସଙ୍କେତ ଯେ ଗଉରୀତୀର୍ଥ ମୋର ଅଭିମନ୍ୟୁ. ବିଦଗୁଚିନ୍ତାମଣି

[ଦ୍ରଷ୍ଟବ୍ୟ —ବୃନ୍ଦାବନ ନିକଟରେ ପ୍ରବାହିତ ହେଉଥିବା ଯମୁନା ନଦୀରେ ଏହି ତୀର୍ଥ ଅଛି ଏହା ଚନ୍ଦ୍ରାବଳୀଙ୍କର ଶ୍ରୀକୃଷ୍ଣଙ୍କ ସହିତ ମିଳନର ସଙ୍କେତସ୍ଥଳ ଥିଲା]