ଗଉଣିଆଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ଏହାର ଶିଖର ଉଗୁଡ଼ା ହେଲା ଗଉଣି ପରି ଦେଖାଯିବାରୁ) ସମ୍ପାଦନା

ଓଡ଼ିଶା ଗଡ଼ଜାତ ରଣପୁରଅନ୍ତର୍ଗତ ପ୍ରସିଦ୍ଧ ପର୍ବତ — Name of a mountain in the Feudatory State. of Raṇapur in Orissa.

ଅଭ୍ରଙ୍କଷଶିଖଗିରି ଗଉଣିଆ—ରାଧାନାଥ. ଚିଲିକା