ଗଉଡ଼ୁଣୀ ପୋକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଣ୍ଡଗୋପାଳିକା) ସମ୍ପାଦନା

ବର୍ଷାଦିନେ ଜାତ ହେବା ଏକଜାତୀୟ କଳାରଙ୍ଗର ଶତପଦୀ ପୋକ; କାଳିଗଉଡ଼ୁଣୀ ପୋକ — A black Myriapod or milliped.