ଗଉଡ଼ୁଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସ୍ତ୍ରୀ ସମ୍ପାଦନା

ଗୋପାଳଜାତୀୟା ସ୍ତ୍ରୀ — A cow-herd female.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ବନ୍ୟ କ୍ଷୀରୀ ଗୁଳ୍ମ — A wild plant with white sap.

[ଦ୍ରଷ୍ଟବ୍ୟ —ଏହା ୪୫: ହାତ ଉଚ୍ଚ, ଏହାର ଫୁଲ ଅରଖ ଫୁଲ ପରି ଦିଶେ ଏ ଫୁଲକୁ ଲୋକେ ରାନ୍ଧି, ଭାଜି ଓ ପୋଡ଼ିକରି ଖାଅନ୍ତି]