ଗଉଡ଼ପାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଗଡ଼ଜାତି) ବିଶେଷ୍ୟ - ସମ୍ପାଦନା

ଅନୁଗୁଳ ପ୍ରଭୃତି ଅଞ୍ଚଳରେ ଗଉଡ଼ପିଲାଏ ଚୋବାଇବା ମୂଷାକାନି ପତ୍ର ଓ ଖଇର (ଏହା ଚୋବାଇଲେ ଓଠ ପାନ ଖାଇଲା ପରି ନାଲିଆ ଦେଖାଯଏ) —Leaves of Mūshākāni plant chewed with catechu by poor cowherd lads and producing redness in the mouth and lips.