ଗଉଡ଼ଗୋଠିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଗାଈଆଳ; ଗୋରୁଜଗୁଆଳ — A cowherd.

ଦେଶଜ - ବିଶେଷଣ - ସମ୍ପାଦନା

୧. ଗଉଡ଼ଗୋଖା (ଦେଖ) - ୧. Gauṟḍ̠agokhā (See)
୨. ଯେଉଁ ଗାଈମାନେ ଗଉଡ଼ଙ୍କ ଗୋଠରେ ଗୋରୁପଲଙ୍କ ସଙ୍ଗେ ରହି ଏକତ୍ର ବିଚରଣ କରନ୍ତି — ୨. (kine) Which herd together in a cowherd's flock.