ଗଉଡ଼କଷା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ପ୍ରାଦେଶିକ - (ଗଡ଼ଜାତି) ବିଶେଷ୍ୟ - ସମ୍ପାଦନା

ବନ୍ୟଲତାବିଶେଷ — Maba Buxifolia (Haines).

[ଦ୍ରଷ୍ଟବ୍ୟ —ଏଥିରେ ପେନ୍ଥା ପେନ୍ଥା ହୋଇ ଶିମ୍ୱ ମଞ୍ଜି ପରି କୋଳି ଧରେ କୋଳି ପାଚିଲେ ମଧୁରିଆ ଓ କଷା ଲାଗେ; ଲୋକେ ଏ କୋଳି ଖାଅନ୍ତି]